ଏକାମ୍ରରେ ୫.୭୫ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ୫ କୋଟି ୭୫ଲକ୍ଷ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ୱାର୍ଡ ନଂ ୫୧ ସୌଭାଗ୍ୟ ନଗର ଲେନ୍ ୩ ପେଭର୍ ବ୍ଲକ ରାସ୍ତା ନିର୍ମାଣ ପାଇଁ ୨.୯୨ କୋଟି, ୱାର୍ଡ ନଂ ୬୪ ଯଦୁପୁର କବରସ୍ଥାନ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ୨୩ ଲକ୍ଷ ଟଙ୍କା, ୱାର୍ଡ ନଂ ୬୫ ଓ ୬୪ର ସ୍ମାର୍ଟ ଅର୍ବାନ ରୋଡ କାର୍ଯ୍ୟକ୍ରମ ଜରିଆରେ ରାମରହିମ ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୁର … Continue reading ଏକାମ୍ରରେ ୫.୭୫ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ